Advertisement

Soubhagya Yojana fails to electrify households in Karlamunda block of Kalahandi District

Soubhagya Yojana fails to electrify households in Karlamunda block of Kalahandi District କଳାହାଣ୍ଡି ରେ ଫେଲ୍ ମାରିଛି ସୌଭାଗ୍ଯ ଯୋଜନା l
୨୦୧୭ ସେପ୍ଟେମ୍ବର ରେ କେନ୍ଦ୍ର ସରକାର ସୌଭାଗ୍ଯ ଯୋଜନା ଆରମ୍ଭ କରିଥିଲେ
କିନ୍ତୁ ଯୋଜନାଟି ପହଞ୍ଚିବା ପୂର୍ବରୁ ବାଟବଣା ହୋଇଛି l
୨ ବର୍ଷ ପୂର୍ବେ ଏହି ଗାଁରେ ୬୩ କେ.ବି ର ବିଦ୍ଯୁତ ଟ୍ରାନ୍ସଫର୍ମର ବସାହୋଇ ବିଦ୍ଯୁତ ଖୁଣ୍ଟ ପୋତା ହେବା ସହ ତାରଟଣା କାର୍ଯ୍ଯ ସରିଥିଲେ ହେଁ l ବର୍ତ୍ତମାନ ପର୍ଯ୍ଯନ୍ତ ବିଦ୍ଯୁତ ସଂଯୋଗ ହୋଇ ନଥିବାରୁ ୩୦ ଟି ପରିବାର ଅନ୍ଧାରରେ ଜିବନ ବିତାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ l ଅନ୍ଯପଟେ ୨୦୦୫-୦୬ ମସିହାରେ ଏହି ଗାଁର ବି.ପି.ଏଲ୍ ପରିବାର ପାଇଁ ୧୦ କେଭି ର ଟ୍ରାନ୍ସଫର୍ମର ଯୋଗେ ୪୫ ଟି ପରିବାର କୁ ବିଦ୍ଯୁତ ସେବା ଯୋଗାଇ ଦିଆଯାଇଛି

#odishatimes,#odisha time,#kalahandi news,#odisha news,#dharakhamanews,

Post a Comment

0 Comments